୭୦% ବ୍ରିଟିଶ ନାଗରିକ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରୁନାହାନ୍ତି

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ସବୁଠାରୁ ଖରାପ ରେଟିଂ ମିଳିଛି । ତାଙ୍କ ସରକାର ରୱାଣ୍ଡା ନୀତି ବିବାଦର ସମ୍ମୁଖୀନ ହେଉଛନ୍ତି। ୟୁଗଭ(YouGov) ଦ୍ୱାରା ପ୍ରକାଶିତ ଏକ ସର୍ଭେରୁ ଜଣାପଡିଛି ଯେ ୭୦ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ ପ୍ରତି ପ୍ରତିକୂଳ ମତାମତ ରଖିଥିବା ବେଳେ ମାତ୍ର ୨୧ ପ୍ରତିଶତଙ୍କ ମତ ତାଙ୍କ ପ୍ରତି ଅନୁକୂଳ ଥିଲା । ଅର୍ଥାତ୍ ଋଷି ସୁନକଙ୍କ ନେଟ୍ ଫେବରେବିଲିଟି ରେଟିଂ ମାଇନସ୍ ୪୯ ରହିଛି- ଯାହା ନଭେମ୍ବର ଶେଷ ଠାରୁ ୧୦ ପଏଣ୍ଟ ହ୍ରାସ ପାଇଛି ଏବଂ ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ସର୍ବନିମ୍ନ ସ୍କୋର।

aaodisha.com

Leave a Reply

Your email address will not be published. Required fields are marked *