ଲକରରୁ ୩୫୧କୋଟି ଟଙ୍କା ଜବତ ପରେ ଖୋଳା ଚାଲିଛି ଧୀରଜଙ୍କ ଘର; ମାଟି ‌ତଳେ ମୂଲ୍ୟବାନ ସାମଗ୍ରୀ ଥିବା ‌ସନ୍ଦେହ

ନୂଆଦିଲ୍ଲୀ: ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନି ଉପରେ ଚଢ଼ଉ କରି ଆୟକର ବିଭାଗ ୩୫୧କୋଟି ଟଙ୍କା ଜବତ କରିଛି। ବିଡ଼ାବିଡ଼ା ନୋଟ ମିଳିବା ପରେ ଧୀରଜ ସାହୁ ଅନ୍ୟ କୌଣସି ସ୍ଥାନରେ ଟଙ୍କା ଲୁଚାଇ ରଖିଥିବା ସହିତ ମାଟି ତଳେ ବହୁ ମୂଲ୍ୟବାନ ଧାତୁ ଲୁଚାଇ ରଖିଥିବା ଆୟକର ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଏହାକୁ କେନ୍ଦ୍ର କରି ଆୟକର ବିଭାଗ ଟିମ ଧୀରଜ ସାହୁଙ୍କ ରାଞ୍ଚିସ୍ଥିତ ରେଡିୟମ ରୋଡସ୍ଥିତ ଘରର ଚଟାଣ ଖୋଳୁଛନ୍ତି।

aaodisha.com

Leave a Reply

Your email address will not be published. Required fields are marked *