ଧାର୍ମିକସ୍ଥଳରେ ଉଚ୍ଚ ସ୍ବରରେ ବାଜିପାରିବନି ଲାଉଡସ୍ପିକର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଆଦେଶ

ଏହି ଆଦେଶରେ କୁହାଯାଇଛି ଯେ କେତେକ ଧାର୍ମିକସ୍ଥଳରେ ନିର୍ଦ୍ଧାରିତ ଡେସିବେଲରୁ ଅଧିକ ମାତ୍ରାରେ ଲାଉଡସ୍ପିକରର ପ୍ରୟୋଗ କରାଯାଉଥିବା ଦେଖାଯାଉଛି । ଏହା ଦ୍ବାରା ଧ୍ବନି ପ୍ରଦୂଷଣ ହେଉଛି ଓ ତାହା ଲୋକଙ୍କ ସ୍ବାସ୍ଥ୍ୟ ଓ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଛି । ଲାଉଡସ୍ପିକର ନିୟନ୍ତ୍ରିତ ବ୍ୟବହାର ଉପରେ ସୁପ୍ରିମକୋର୍ଟ, ଜାତୀୟ ଗ୍ରୀନ ଟ୍ରିବୁନାଲ ସମୟ ସମୟରେ ଆଦେଶ ଜାରି କରିଆସିଛନ୍ତି ।

ଆଜି ମଧ୍ୟାହ୍ନ ସମୟରେ ଡ.ଯାଦବ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ସେ କହିଥିଲେ, ମୋତେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଥିବାରୁ ମୁଁ ଦଳୀୟ ହାଇକମାଣ୍ଡଙ୍କୁ କୃତଜ୍ଞତା ଜଣାଉଛି। ଏହା ହେଉଛି ବିଜେପିର ଚରିତ୍ର ଯାହା ମୋ ଭଳି ଜଣେ ଛୋଟ କର୍ମୀଙ୍କୁ ମଧ୍ୟ ସୁଯୋଗ ଦେଇଥାଏ । ମୁଁ ଜଣେ ସେବକ ଭାବରେ ଏହି ଦାୟିତ୍ୱ ନେଇଛି ।

aaodisha.com

Leave a Reply

Your email address will not be published. Required fields are marked *