ଚଢ଼ିଗଲା ମୋ ବସ୍‌; ମୃତ୍ୟୁମୁଖରୁ ବର୍ତ୍ତିଗଲେ ବାଇକ୍‌ ଆରୋହୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସାଧାରଣ ଜନତାଙ୍କୁ ସୁଲଭ ମୂଲ୍ୟ ଓ ସୁରକ୍ଷିତ ପରିବହନ ସେବା ଯୋଗାଉଥିବା ‘ମୋ ବସ୍‌’ ଯୋଗୁଁ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମୋ ବସ୍‌ର ଚାଳକଙ୍କ ଅବହେଳା କାରଣରୁ ଏଭଳି ଅଘଟଣ ଘଟିଛି। ସତ୍ୟନଗରସ୍ଥିତ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ସାମ୍ନାରେ ଜଣେ ବାଇକ୍‌ ଆରୋହୀଙ୍କ ଉପରେ ମୋ ବସ୍‌ ଚଢ଼ିଯାଇଛି। ତେବେ ଖୁସିର ବିଷୟ ହେଲା ଯେ, ବାଇକ୍‌ ଆରୋହୀ ଗୌତମ ପାତ୍ର ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

aaodisha.com

Leave a Reply

Your email address will not be published. Required fields are marked *